অর্থ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
উদাহরণ :
ଏକ ଆଉ ଏକ ମିଶି ଦୁଇ ହୁଏ
সমার্থক : ୧
অন্যান্য ভাষায় অনুবাদ :
অর্থ : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ
উদাহরণ :
ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
অন্যান্য ভাষায় অনুবাদ :
অর্থ : ମାତ୍ର ଗୋଟିଏ
উদাহরণ :
ଶୀଳା ତାଙ୍କର ଏକମାତ୍ର ସନ୍ତାନ ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
সমার্থক : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର
অন্যান্য ভাষায় অনুবাদ :