অর্থ : କୌଣସି କାମରେ ହୁଙ୍କାପିଟା ଭାବରେ ଖର୍ଚ୍ଚ କରିବା
উদাহরণ :
ସେ ନିଜ ଭାଇର ଚାପରେ ବହୁତ ପଇସା ଉଡ଼ାଇ ଦେଲା
সমার্থক : ଅପବ୍ୟୟ କରିବା
অন্যান্য ভাষায় অনুবাদ :
অর্থ : ନଷ୍ଟ ବା ବରବାଦ କରିବା
উদাহরণ :
ଠାକୁରଙ୍କ ପୁଅ ଜୁଆରେ ସବୁ ଟଙ୍କା ଉଡ଼ାଇ ଦେଲା
সমার্থক : ଉଡ଼େଇ ଦେବା, ନଷ୍ଟକରିବା, ବରବାଦକରିବା, ହରେଇବା, ହାରିବା
অন্যান্য ভাষায় অনুবাদ :
नष्ट या बरबाद करना।
ठाकुर के बेटे ने जुए में खूब पैसा फूँका।