অর্থ : ଯେଉଁ ମାତ୍ରିକ ଅର୍ଦ୍ଧସମ ଛନ୍ଦର ପ୍ରଥମ ଏବଂ ତୃତୀୟ ପାଦରେ ପନ୍ଦର ତଥା ଦ୍ୱିତୀୟ ଏବଂ ଚତୁର୍ଥ ପାଦରେ ତେରଟି(ଚରଣରେ) ମାତ୍ରା ଥାଏ
উদাহরণ :
ପ୍ରାଚୀନ କବିମାନେ ଭଲ ଉଲ୍ଲାଳ ଲେଖିଛନ୍ତି
অন্যান্য ভাষায় অনুবাদ :
एक मात्रिक अर्द्धसम छंद जिसके प्रथम और तृतीय चरण में पन्द्रह तथा दूसरे और चौथे चरण में तेरह मात्राएँ होती हैं।
पुराने कवियों ने अच्छे उल्लाल लिखे हैं।