অর্থ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
উদাহরণ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
সমার্থক : ଆଗମନ କରିବା, ଆସିବା, ପହଞ୍ଚିବା
অন্যান্য ভাষায় অনুবাদ :
অর্থ : ଘଟିବା ବା ଆରମ୍ଭ ହେବା
উদাহরণ :
ମୋତେ ନିଦ ଆସୁଛି
সমার্থক : ଆଗମନ ହେବା, ଆରମ୍ଭ ହେବା, ଆସିବା, ଘଟିବା
অন্যান্য ভাষায় অনুবাদ :
অর্থ : ଭିତରକୁ ଯିବା
উদাহরণ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
সমার্থক : ଆସିବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
অন্যান্য ভাষায় অনুবাদ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।