অর্থ : ଯାହା ଦରକାରୀ
উদাহরণ :
ଏହା ପିଲାମାନଙ୍କପାଇଁ ବହୁତ ଉପଯୋଗୀ ପୁସ୍ତକ
সমার্থক : ଉପାଦେୟ
অন্যান্য ভাষায় অনুবাদ :
অর্থ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
উদাহরণ :
ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
সমার্থক : ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ, ହିତକାରୀ
অন্যান্য ভাষায় অনুবাদ :
Giving an advantage.
A contract advantageous to our country.অর্থ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
উদাহরণ :
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
সমার্থক : ଆବଶ୍ୟକ, ଆବଶ୍ୟକୀୟ, ଦରକାରୀ, ବ୍ୟବହୃତ
অন্যান্য ভাষায় অনুবাদ :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।