অর্থ : କୌଣସି ବ୍ୟକ୍ତି ଆଦିର ବୈକଳ୍ପିକ ନାମ
উদাহরণ :
ପୋଲିସ ଏହି ଘଟଣାରେ ଜଣେ ମୁଖ୍ୟ ଅଭିଯୁକ୍ତ ରାକେଶ ସିଂ ଓରଫ ରାକାକୁ ଖୋଜୁଛି କେତେକ ଲୋକ ତାଙ୍କ ପ୍ରକୃତ ନାମ ଅପେକ୍ଷା ଉପନାମରେ ଅଧିକ ପ୍ରସିଦ୍ଧ ହୁଅନ୍ତି
সমার্থক : ଓରଫ
অর্থ : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି
উদাহরণ :
କବି ରାମଧାରୀ ସିଂହ ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ
অন্যান্য ভাষায় অনুবাদ :