অর্থ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
উদাহরণ :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
সমার্থক : ଅଭ୍ୟୁଦୟ, ଉତ୍ଥାନ, ଉନ୍ନୟନ, ପ୍ରଗତି, ବିକାଶ
অন্যান্য ভাষায় অনুবাদ :
Gradual improvement or growth or development.
Advancement of knowledge.অর্থ : ଉଠିବା କାର୍ଯ୍ୟ ବା ଭାବ
উদাহরণ :
ଆକବରଙ୍କ ସମୟରେ ମୋଗଲ ବଂଶର ଉତ୍ଥାନ ଶେଷସୀମାରେ ଥିଲା
অন্যান্য ভাষায় অনুবাদ :
অর্থ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ
উদাহরণ :
ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ
সমার্থক : ଅଭିବୃଦ୍ଧି, ଉପଚୟ, ପାଚନ, ପୁଷ୍ଟି, ସମୃଦ୍ଧି
অন্যান্য ভাষায় অনুবাদ :
वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।
कभी-कभी शारीरिक कमजोरी का कारण उपचय का ठीक तरह से न होना होता है।The synthesis in living organisms of more complex substances (e.g., living tissue) from simpler ones together with the storage of energy.
anabolism, constructive metabolism