অর্থ : କୌଣସି ସ୍ଥାନରୁ ବା କାହାଠାରୁ ସୁଧ ସହିତ ବା ବିନା ସୁଧରେ ଫେରସ୍ତ କରିବା ସର୍ତ୍ତରେ ଧନ ନେବା
উদাহরণ :
ସେ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ଋଣ ନେଲା
সমার্থক : ଋଣ ନେବା, କରଜ ନେବା, ଧାର ନେବା
অন্যান্য ভাষায় অনুবাদ :
कहीं से या किसी से ब्याज सहित या बिना ब्याज के वापस करने की शर्त पर धन लेना।
उसने घर बनाने के लिए बैंक से उधार लिया।