অর্থ : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା
উদাহরণ :
ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ
সমার্থক : ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତ କରିବା, ମୁକ୍ତି ପାଇବା
অন্যান্য ভাষায় অনুবাদ :
किसी बंधन या काम से मुक्त होना।
ऋषि अपनी साधना के बल पर संसार के दुःखों से उबरता है।Bring into safety.
We pulled through most of the victims of the bomb attack.অর্থ : ଛାଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ମୋହନ ସୋହନକୁ ସିପାହୀଠାରୁ ମୁକ୍ତି କରାଇଲା
সমার্থক : ପରିତ୍ରାଣ କରାଇବା, ମୁକ୍ତି କରାଇବା
অন্যান্য ভাষায় অনুবাদ :
অর্থ : ନିସ୍ତାର ବା ଉଦ୍ଧାର କରିବା
উদাহরণ :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
সমার্থক : ଉତ୍ତାରିବା, ବାହାର କରିବା
অন্যান্য ভাষায় অনুবাদ :
অর্থ : ଭବବାଧା ଦୂରକରିବା
উদাহরণ :
ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ
সমার্থক : ଉଦ୍ଧାରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା
অন্যান্য ভাষায় অনুবাদ :
भव बाधा दूर करना या भव बंधन से मुक्त रखना।
भगवान ही हम सबको तारेंगे।