অর্থ : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ
উদাহরণ :
ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍ ନୁହେଁ
সমার্থক : ଅଭିପ୍ରାୟ, ଆବଶ୍ୟକତା, ପ୍ରୟୋଜନ, ମତଲବ୍, ଲକ୍ଷ
অন্যান্য ভাষায় অনুবাদ :
वह विचार जिसे पूरा करने के लिए कोई काम किया जाए।
इस काम को करने के पीछे आपका क्या उद्देश्य है?অর্থ : ବ୍ୟାକରଣରେ ଯାହା ବିଷୟରେ କିଛି କୁହାଯାଏ
উদাহরণ :
ରାମ ଜଣେ ଭଲ ପିଲା, ଏଥିରେ ରାମ ଉଦ୍ଦେଶ୍ୟ
অন্যান্য ভাষায় অনুবাদ :
(grammar) one of the two main constituents of a sentence. The grammatical constituent about which something is predicated.
subjectঅর্থ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
উদাহরণ :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
অন্যান্য ভাষায় অনুবাদ :
Concern for your own interests and welfare.
egocentrism, egoism, self-centeredness, self-concern, self-interest