অর্থ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
উদাহরণ :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
অন্যান্য ভাষায় অনুবাদ :
অর্থ : ପେଟ ଭିତରେ ଥଳିଭଳି ଏକ ଅଂଶ ଯେଉଁଥିରେ ଖାଇଥିବା ଖାଦ୍ୟପଦାର୍ଥ ଏକାଠି ହୋଇ ହଜମ ହୁଏ
উদাহরণ :
ଅଧିକ ମସଲାଦିଆ ଖାଦ୍ୟ ଖାଇଲେ ପାକସ୍ଥଳୀ ଖରାପ ହୁଏ
সমার্থক : ଆମାଶୟ, ଜଠର, ପାକସ୍ଥଳୀ
অন্যান্য ভাষায় অনুবাদ :
An enlarged and muscular saclike organ of the alimentary canal. The principal organ of digestion.
breadbasket, stomach, tum, tummy