অর্থ : ହଇରାଣ କରୁଥିବା କଥାଆଦି
উদাহরণ :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
সমার্থক : ଅସୁବିଧା, ଅସ୍ତବ୍ୟସ୍ତତା, ହଇରାଣ
অন্যান্য ভাষায় অনুবাদ :
A situation or condition that is complex or confused.
Her coming was a serious complication.অর্থ : ଉଦବିଗ୍ନ ହେବାର ଅବସ୍ଥା ବା ଭାବ
উদাহরণ :
ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
সমার্থক : ଆକୁଳତା, ଆତୁରତା, ବିକଳତା, ବ୍ୟାକୁଳତା
অন্যান্য ভাষায় অনুবাদ :
आकुल होने की अवस्था या भाव।
आकुलता के कारण मैं इस कार्य पर अपना ध्यान केन्द्रित नहीं कर पा रहा हूँ।