অর্থ : କାର୍ଯ୍ୟରେ ଉତ୍ସାହ ନ ଦେଖାଉଥିବା ବ୍ୟକ୍ତି
উদাহরণ :
କମ୍ପାନୀ ନିରୁତ୍ସାହ ବ୍ୟକ୍ତିଙ୍କୁ ବାହାର କରିଦେଲା
সমার্থক : ଉତ୍ସାହଶୂନ୍ୟ, ନିରୁତ୍ସାହ
অন্যান্য ভাষায় অনুবাদ :
অর্থ : ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
উদাহরণ :
ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
সমার্থক : ଅନୁତ୍ସାହୀ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ
অন্যান্য ভাষায় অনুবাদ :
जिसमें उत्साह या स्फूर्ति न हो।
निरुत्साहित खिलाड़ियों को दल से बाहर कर दिया गया।Feeling or showing little interest or enthusiasm.
A halfhearted effort.