অর্থ : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
উদাহরণ :
ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
সমার্থক : ପ୍ରେରଣା
অন্যান্য ভাষায় অনুবাদ :
किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।
मुझे चित्रकला की प्रेरणा माँ से मिली।অর্থ : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
উদাহরণ :
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
সমার্থক : ପ୍ରୋତ୍ସାହ, ପ୍ରୋତ୍ସାହନ
অন্যান্য ভাষায় অনুবাদ :
कुछ करने के लिए किसी का उत्साह बढ़ाने की क्रिया।
वह प्रतियोगियों को प्रोत्साहन दे रहा था।অর্থ : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
উদাহরণ :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
অন্যান্য ভাষায় অনুবাদ :
A feeling of excitement.
enthusiasmঅর্থ : କୌଣସି କାମପାଇଁ ହେଉଥିବା ଉତ୍ସାହ
উদাহরণ :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
সমার্থক : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
অন্যান্য ভাষায় অনুবাদ :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessঅর্থ : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
উদাহরণ :
ସେ ଉତ୍ସାହ ସହକାରେ ଭାଷଣ ଦେଲା
সমার্থক : ଆବେଶପୂର୍ଣ୍ଣ, ସରଗରମ
অন্যান্য ভাষায় অনুবাদ :
Having or expressing strong emotions.
passionate