অর্থ : ଦେବାଦେବୀଙ୍କ ଉପରେ ସମର୍ପଣ କରାଯାଉଥିବା ସାମଗ୍ରୀ
উদাহরণ :
ତିରୁପତି ମନ୍ଦିରରେ ସବୁଠାରୁ ଅଧିକ ଉତ୍ସର୍ଗ କରାଯାଉଛି
অন্যান্য ভাষায় অনুবাদ :
The offerings of the congregation at a religious service.
offertoryঅর্থ : ବଳି ଦେବା କାର୍ଯ୍ୟ
উদাহরণ :
ସେ ମନ୍ଦିରରେ ଛେଳି ବଳି ଦେଲା
অন্যান্য ভাষায় অনুবাদ :
অর্থ : କାହାରି ମଙ୍ଗଳ କାମନାକରି ଧନ ବା କୌଣସି ବସ୍ତୁ ତାହାର ମୁଣ୍ଡରେ ବୁଲାଇ ଦାନ କରିବା ବା କେଉଁଠି ରଖି ଆସିବାର ପ୍ରକ୍ରିୟା
উদাহরণ :
ଅମନ ଲଣ୍ଡା ହେବାପରେ ତା ଜେଜେ ହଜାରେ ଟଙ୍କା ଉତ୍ସର୍ଗ କଲେ
অন্যান্য ভাষায় অনুবাদ :
অর্থ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
উদাহরণ :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
সমার্থক : ତ୍ୟାଗ, ପରିତ୍ୟାଗ, ପରିବର୍ଜନ
অন্যান্য ভাষায় অনুবাদ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation