অর্থ : ଯେଉଁ ଶୁଭ ଅବସରରେ ବହୁତ ଲୋକ ଏକତ୍ରିତ ହୁଅ
উদাহরণ :
ପିଉସୀ ବାହାଘର ଉତ୍ସବରେ ଯୋଗଦେବାକୁ ଆସିଥିଲେ
সমার্থক : ଉତ୍ସବ
অন্যান্য ভাষায় অনুবাদ :
অর্থ : ଧୁମଧାମ୍ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
উদাহরণ :
ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
অন্যান্য ভাষায় অনুবাদ :
धूम-धाम से होने वाला कोई सार्वजनिक, बड़ा, शुभ या मंगल कार्य।
बालदिवस के अवसर पर मेरे विद्यालय में एक समारोह का आयोजन किया गया है।অর্থ : ଭୋଜି ବା ଉତ୍ସବ ପାଳନ ନିମନ୍ତେ ଯେଉଁ ଦିନ ବା ସମୟ ଅଲଗା ରଖାଯାଇଥାଏ
উদাহরণ :
ଇଦ ଉତ୍ସବ ପୁଣି କେବେ ଆସିବ?
অন্যান্য ভাষায় অনুবাদ :
A day or period of time set aside for feasting and celebration.
festivalঅর্থ : ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପିଇବା ଓ ନାଚଗୀତଆଦି ଥାଏ
উদাহরণ :
ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
অন্যান্য ভাষায় অনুবাদ :