অর্থ : ରାଜା ବିରାଟଙ୍କ ପୁତ୍ର
উদাহরণ :
ଉତ୍ତର କୁମାରଙ୍କ ଭଉଣୀ ଉତ୍ତରାଙ୍କ ବିବାହ ଅଭିମନ୍ୟୁଙ୍କ ସହିତ ହୋଇଥିଲା
সমার্থক : ଉତ୍ତର କୁମାର
অন্যান্য ভাষায় অনুবাদ :
অর্থ : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
উদাহরণ :
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
সমার্থক : ଜବାବ୍
অন্যান্য ভাষায় অনুবাদ :
অর্থ : ଗୋଟିଏ କାବ୍ୟାଳଙ୍କାର
উদাহরণ :
ଉତ୍ତର ଅଳଙ୍କାରରେ ଉତ୍ତର ଶୁଣିଲାମାତ୍ରେ ପ୍ରଶ୍ନକୁ ଅନୁମାନ କରାଯାଏ
সমার্থক : ଉତ୍ତର ଅଳଙ୍କାର
অন্যান্য ভাষায় অনুবাদ :
অর্থ : ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
উদাহরণ :
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
সমার্থক : ଉତ୍ତର ଦିଗ, ଉତ୍ତର ଦିଶା, ଉଦୀଚୀ
অন্যান্য ভাষায় অনুবাদ :
दक्षिण दिशा के सामने की दिशा।
भारत के उत्तर में हिमालय पर्वत विराजमान है।অর্থ : ଉତ୍ତର ଦିଗରେ ଥିବା ପ୍ରଦେଶ
উদাহরণ :
ମହେଶ ଉତ୍ତରର ବାସିନ୍ଦା
অন্যান্য ভাষায় অনুবাদ :
অর্থ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
উদাহরণ :
ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
অন্যান্য ভাষায় অনুবাদ :
* दिक्सूचक-यंत्र का वह प्रधान बिन्दु जो शून्य या तीन सौ साठ डिग्री पर होता है।
उत्तर हमेशा उत्तर दिशा की ओर ही होता है।অর্থ : ବୈଦିକ କାଳର ଗୋଟିଏ ଗୀତ
উদাহরণ :
ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି
অন্যান্য ভাষায় অনুবাদ :
অর্থ : ଉତ୍ତର ଦିଗ ସହ ସମ୍ବନ୍ଧିତ
উদাহরণ :
ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ
অন্যান্য ভাষায় অনুবাদ :