অর্থ : କଥାବସ୍ତୁଆଦି ଆରମ୍ଭ କରିବା
উদাহরণ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
সমার্থক : ଆରମ୍ଭ କରିବା, ବାହାର କରିବା
অন্যান্য ভাষায় অনুবাদ :
Take the first step or steps in carrying out an action.
We began working at dawn.অর্থ : ଉପର ଆଡ଼କୁ ସଙ୍କୁଚିତ ହେବା
উদাহরণ :
ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
সমার্থক : ଊର୍ଦ୍ଧ୍ୱଗାମୀ କରିବା
অন্যান্য ভাষায় অনুবাদ :
অর্থ : ଉଚ୍ଚା କରିବା
উদাহরণ :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
সমার্থক : ଉପରକୁକରିବା, ଟେକିବା
অন্যান্য ভাষায় অনুবাদ :
অর্থ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
উদাহরণ :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
সমার্থক : ଆରମ୍ଭ କରିବା
অর্থ : ସ୍ଥାନ ତ୍ୟାଗ କରିବା
উদাহরণ :
ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
অন্যান্য ভাষায় অনুবাদ :
অর্থ : ଭଡ଼ାରେ ଦେବା
উদাহরণ :
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
অন্যান্য ভাষায় অনুবাদ :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।অর্থ : କ୍ୟାମେରାରେ ଫୋଟୋ ଉଠେଇବା
উদাহরণ :
ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
সমার্থক : ଫଟ ଉଠାଇବା, ଫୋଟୋ ଉଠାଇବା
অন্যান্য ভাষায় অনুবাদ :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.অর্থ : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
উদাহরণ :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
সমার্থক : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
অন্যান্য ভাষায় অনুবাদ :
অর্থ : ଘର ବା କାନ୍ଥ ଆଦି ତିଆରି କରିବା
উদাহরণ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
সমার্থক : ତିଆରି କରିବା, ନିର୍ମାଣ କରିବା
অন্যান্য ভাষায় অনুবাদ :