অর্থ : ଯେପରି ଆଶା ବା ପ୍ରତ୍ୟାଶା କରାଯାଇଥାଏ
উদাহরণ :
ପରୀକ୍ଷାରେ ମୋତେ ଇପ୍ସିତ ସଫଳତା ମିଳିଲା
সমার্থক : ଅଭିଳସିତ, ଆଶାନୁକୂଳ, ପ୍ରତ୍ୟାଶିତ, ବାଞ୍ଛିତ, ମନାନୁକୂଳ
অন্যান্য ভাষায় অনুবাদ :
जैसी आशा या प्रत्याशा की गई हो।
परीक्षा में मुझे आशाजनक सफलता मिली।অর্থ : ଚାହିଁବା ବ୍ୟକ୍ତି
উদাহরণ :
ଇଚ୍ଛୁକ ଯୁବକର ବନ୍ଧୁ ଦର୍ଶନର ଆବଶ୍ୟକତା ରହିଛି
সমার্থক : ଆକାଙ୍କ୍ଷିତ, ଇଚ୍ଛୁକ
অন্যান্য ভাষায় অনুবাদ :