অর্থ : ଇଚ୍ଛା କରିବା
উদাহরণ :
ମୁଁ ଆପଣଙ୍କଠାରୁ ଆର୍ଥିକ ସହାୟତା ଇଚ୍ଛା କରୁଛି ମୁଁ ଚାହୁଁଛି ଯେ ଭବିଷ୍ୟତରେ ସବୁକିଛି ଠିକ ହୋଇଯିବ
অন্যান্য ভাষায় অনুবাদ :
इच्छा रखना।
मैं आपसे आर्थिक सहायता चाहता हूँ।Regard something as probable or likely.
The meteorologists are expecting rain for tomorrow.অর্থ : ଇଚ୍ଛା କରିବା ବା କାମନା କରିବା
উদাহরণ :
ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି
সমার্থক : ଇଚ୍ଛା ହେବା, କାମନା କରିବା, ବାଞ୍ଛା କରିବା, ମନ କରିବା, ମନହେବା
অন্যান্য ভাষায় অনুবাদ :
इच्छा करना या कामना करना।
चपरासी घर जाने की इच्छा कर रहा है।অর্থ : କୌଣସି କାମ କରିବାପାଇଁ ଇଚ୍ଛା ଓ ବିଚାର କରିବା
উদাহরণ :
ଆସନ୍ତା ବର୍ଷ ବିଦେଶ ଯିବାର ଯୋଜନା ରହିଛି
সমার্থক : ଉଦ୍ଦେଶ୍ୟ ରହିବା, ମନହେବା, ଯୋଜନା ରହିବା
অন্যান্য ভাষায় অনুবাদ :