অর্থ : ମନକୁ ଭଲ ଲାଗିବା ଭାବ
উদাহরণ :
ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
সমার্থক : ଅଭିରୁଚି, ପସନ୍ଦ, ରୁଚି
অন্যান্য ভাষায় অনুবাদ :
A sense of concern with and curiosity about someone or something.
An interest in music.অর্থ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
উদাহরণ :
ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
সমার্থক : ଅଭିଳାଷ, ଆକାଂକ୍ଷା, ଆଶା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
অন্যান্য ভাষায় অনুবাদ :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।