অর্থ : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
উদাহরণ :
ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
সমার্থক : ବଶ
অন্যান্য ভাষায় অনুবাদ :
অর্থ : ନିୟମିତ ରୂପେ କୌଣସି କଥାର ଅନୁସରଣ
উদাহরণ :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
সমার্থক : ଅଧୀନ
অন্যান্য ভাষায় অনুবাদ :
অর্থ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
উদাহরণ :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
সমার্থক : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
অন্যান্য ভাষায় অনুবাদ :
অর্থ : ଯେ କାହାରି ବଶରେ ଅଛି
উদাহরণ :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
অন্যান্য ভাষায় অনুবাদ :