অর্থ : କାହାର କୌଣସି ଆକାରରେ ପହଞ୍ଚିବା କ୍ରିୟା ବା ଭାବ
উদাহরণ :
ଇଂରେଜମାନଙ୍କ ଭାରତ ଆଗମନର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବଜାରରେ ସୁରଙ୍ଗୀ ଫଳର ଆସିବା ଆରମ୍ଭ ହୋଇଛି
অন্যান্য ভাষায় অনুবাদ :
অর্থ : କାହାରି ଅନ୍ତର୍ଗତ ହେବା
উদাহরণ :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
সমার্থক : ରହିବା
অন্যান্য ভাষায় অনুবাদ :
অর্থ : କିଣିବା ପରେ କୌଣସି ବସ୍ତୁକୁ ପ୍ରାପ୍ତ କରିବା
উদাহরণ :
ସୋମବାର ଦିନ ଆମର ନୂଆ କାର ଆସିବ
অন্যান্য ভাষায় অনুবাদ :
অর্থ : କାଳ ଅଥବା ସମୟର ଆରମ୍ଭ ହେବା
উদাহরণ :
ଶ୍ରାବଣ ଆସିଗଲା
সমার্থক : ଆରମ୍ଭ ହେବା
অন্যান্য ভাষায় অনুবাদ :
Have a beginning, of a temporal event.
WW II began in 1939 when Hitler marched into Poland.অর্থ : ଘଟିବା ବା ଆରମ୍ଭ ହେବା
উদাহরণ :
ମୋତେ ନିଦ ଆସୁଛି
সমার্থক : ଆଗମନ ହେବା, ଆରମ୍ଭ ହେବା, ଉପସ୍ଥିତ ହେବା, ଘଟିବା
অন্যান্য ভাষায় অনুবাদ :
অর্থ : ଭିତରକୁ ଯିବା
উদাহরণ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
সমার্থক : ଉପସ୍ଥିତ ହେବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
অন্যান্য ভাষায় অনুবাদ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।অর্থ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
উদাহরণ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
সমার্থক : କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
অন্যান্য ভাষায় অনুবাদ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।অর্থ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
উদাহরণ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
সমার্থক : ଆଗମନ କରିବା, ଉପସ୍ଥିତ ହେବା, ପହଞ୍ଚିବା
অন্যান্য ভাষায় অনুবাদ :
অর্থ : ଓଜନରେ ଯେତିକି
উদাহরণ :
ଗୋଟିଏ କିଲୋରେ କେବଳ ପାଞ୍ଚଟି ଆମ୍ବ ଆସିଲା
অন্যান্য ভাষায় অনুবাদ :