অর্থ : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
উদাহরণ :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
সমার্থক : ଅନାଶ୍ରିତ, ଆଶ୍ରାହୀନ, ନିରାଶ୍ରିତ, ନିରାଶ୍ରୟ
অন্যান্য ভাষায় অনুবাদ :
Poor enough to need help from others.
destitute, impoverished, indigent, necessitous, needy, poverty-strickenঅর্থ : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
উদাহরণ :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
সমার্থক : ଅନିକେତ, ଆବାସହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର
অন্যান্য ভাষায় অনুবাদ :
Physically or spiritually homeless or deprived of security.
Made a living out of shepherding dispossed people from one country to another.অর্থ : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
উদাহরণ :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
সমার্থক : ଅନାଥ, ଅସହାୟ, ଛେଉଁଣ୍ଡ, ପିତୃମାତୃହୀନ
অন্যান্য ভাষায় অনুবাদ :