অর্থ : ସହାୟତାପାଇଁ କୌଣସି ଜିନିଷ ଉପରେ ଭାର ରଖିବା
উদাহরণ :
ଛିଡ଼ା ହୋଇ ରହିବାପାଇଁ ସେ ଆଶାବାଡ଼ି ଉପରେ ଭରାଦେଇ ରହନ୍ତି
সমার্থক : ଭରାଦେଇ ରହିବା
অন্যান্য ভাষায় অনুবাদ :
অর্থ : କାହାର ଆଶ୍ରୟରେ ଅଟକି ରହିବା
উদাহরণ :
ଏହି ଖମ୍ବ ସହାୟତାରେ ଏହି ଛାତ ସମ୍ଭାଳି ରହିଛି
সমার্থক : ସମ୍ଭାଳି ରହିବା, ସମ୍ଭାଳି ହେବା
অন্যান্য ভাষায় অনুবাদ :