অর্থ : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
উদাহরণ :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
সমার্থক : ଚକିତହେବା, ତାଜୁବହେବା, ବିସ୍ମୟହେବା
অন্যান্য ভাষায় অনুবাদ :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।অর্থ : କିଛି ଦେଖିକରି ଆଶ୍ଚର୍ଯ୍ୟରେ ପଡ଼ିବା
উদাহরণ :
ପିଲାଦିନର ସାଙ୍ଗଙ୍କୁ ହଠାତ ଦୁଆରେ ଛିଡ଼ାହୋଇଥିବା ଦେଖିକରି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ
সমার্থক : ଆବାକାବା ହେବା, ଆଶ୍ଚର୍ଯ୍ୟଚକିତ ହେବ, ବିସ୍ମ୍ୟହେବା