অর্থ : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
উদাহরণ :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
সমার্থক : ଆତ୍ମପ୍ରତ୍ୟୟ, ଆସ୍ଥା, ନିର୍ଭର, ବିଶ୍ୱାସ, ଭରସା
অন্যান্য ভাষায় অনুবাদ :
অর্থ : ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା
উদাহরণ :
ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
অন্যান্য ভাষায় অনুবাদ :
An imaginary being of myth or fable.
mythical beingঅর্থ : ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି
উদাহরণ :
ବିଜୟ ନିମନ୍ତେ ଆପଣ ହିଁ ମୋର ଆଶାମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
অন্যান্য ভাষায় অনুবাদ :
Someone (or something) on which expectations are centered.
He was their best hope for a victory.অর্থ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
উদাহরণ :
ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
সমার্থক : ଅଭିଳାଷ, ଆକାଂକ୍ଷା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
অন্যান্য ভাষায় অনুবাদ :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।অর্থ : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
উদাহরণ :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
সমার্থক : ଆକାଂକ୍ଷା, ପ୍ରତ୍ୟାଶା, ଭରସା
অন্যান্য ভাষায় অনুবাদ :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।