অর্থ : କଥାବସ୍ତୁଆଦି ଆରମ୍ଭ କରିବା
উদাহরণ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
সমার্থক : ଉଠାଇବା, ବାହାର କରିବା
অন্যান্য ভাষায় অনুবাদ :
Take the first step or steps in carrying out an action.
We began working at dawn.অর্থ : କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
উদাহরণ :
ପଣ୍ଡିତ ପୂଜା ଆରମ୍ଭ କଲେ
সমার্থক : ଚାଲୁ କରିବା
অন্যান্য ভাষায় অনুবাদ :
किसी काम, बात आदि को शुरू करना।
पंडितजी ने पूजा आरंभ की।Take the first step or steps in carrying out an action.
We began working at dawn.অর্থ : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
উদাহরণ :
ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
সমার্থক : ପ୍ରାରମ୍ଭ କରିବା
অন্যান্য ভাষায় অনুবাদ :
किसी बात या कार्य आदि की शुरुआत होना।
भारत और पाकिस्तान के बीच लड़ाई छिड़ गई।অর্থ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
উদাহরণ :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
সমার্থক : ଉଠାଇବା