অর্থ : ଯେଉଁ ପରିବର୍ତ୍ତନରେ ସ୍ଥିତି ପୂର୍ଣ୍ଣ ଭାବରେ ବଦଳି ଯାଏ
উদাহরণ :
କୌଣସି ସାମାଜିକ କ୍ରାନ୍ତିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମାଜରେ ପୂର୍ଣ୍ଣ ପରିବର୍ତ୍ତନ ଆଣିବା
সমার্থক : କ୍ରାନ୍ତିକାରୀ ପରିବର୍ତ୍ତନ, ପୂର୍ଣ୍ଣ ପରିବର୍ତ୍ତନ
অন্যান্য ভাষায় অনুবাদ :
वह परिवर्तन जिसमें स्थिति पूरी तरह से बदल जाए।
किसी भी सामाजिक क्रांति का प्राथमिक उद्देश्य होता है, समाज में पूर्ण परिवर्तन लाना।