অর্থ : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
উদাহরণ :
ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
অন্যান্য ভাষায় অনুবাদ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiঅর্থ : ଯେଉଁ ଛନ୍ଦର ପ୍ରତ୍ୟେକ ଚରଣରେ ଏଗାର ମାତ୍ରା ଏବଂ ଶେଷରେ ଜଗଣ ଥାଏ
উদাহরণ :
ଏହି ପଦ ଆଭୀର ଛନ୍ଦର ଉଦାହରଣ
সমার্থক : ଆଭୀର ଛନ୍ଦ
অন্যান্য ভাষায় অনুবাদ :
অর্থ : ଯେଉଁ ପ୍ରାଚୀନ ଜନପଦରେ ଗୋପ ଜାତିର ଲୋକେ ରହୁଥିଲେ
উদাহরণ :
ଆଭୀର ଲୋକେ ସୁଖୀ ଏବଂ ସମ୍ପନ୍ନ ଥିଲେ
সমার্থক : ଆଭୀର ଜନପଦ
অন্যান্য ভাষায় অনুবাদ :
A region marked off for administrative or other purposes.
district, dominion, territorial dominion, territoryঅর্থ : ଏକ ଯାଯାବର ଜନଜାତି
উদাহরণ :
ଆଭୀର ଜନଜାତି ଉତ୍ତର-ପଶ୍ଚିମ ଭାରତରେ ଦେଖାଯାନ୍ତି
সমার্থক : ଆଭୀର ଜନଜାତି
অন্যান্য ভাষায় অনুবাদ :