অর্থ : ଏକ ପ୍ରକରର ଅଙ୍ଗୁର
উদাহরণ :
ଗ୍ରୀଷ୍ମ ଦିନେ ରସାଳୁଆ ଆବୀ ଅଙ୍ଗୁର ଖାଇ ଦେହ ପ୍ରସନ୍ନ ହୋଇଯାଏ
সমার্থক : ଆବୀ ଅଙ୍ଗୁର
অন্যান্য ভাষায় অনুবাদ :
অর্থ : ପାଣି ପାଖରେ ରହୁଥିବା ଗୋଟିଏ ପକ୍ଷୀ ଯାହାର ଥଣ୍ଟ ଶାଗୁଆ ଏବଂ ପାଦ ଧଳା ହୋଇଥାଏ
উদাহরণ :
ଶିକାରୀର ଶବ୍ଦ ଶୁଣି ଆବୀ ଉଡି ଗଲା
অন্যান্য ভাষায় অনুবাদ :
जल के किनारे रहनेवाली एक चिड़िया जिसकी चोंच हरी और पैर सफेद होते हैं।
शिकारी की आहट पाकर आबी उड़ गई।