অর্থ : ରୋଗୀ ଟିକେ ଭଲ ହେବାପରେ ସେହି ରୋଗ ପୁଣି ଥରେ ହେବାର କ୍ରିୟା
উদাহরণ :
ଦାଦା ଆବର୍ତ୍ତନର ଶିକାର ହେଲେ
সমার্থক : ରୋଗ ଓଲଟିବା
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
উদাহরণ :
ମା’ ସବୁଦିନେ ଶିବ ମନ୍ଦିର ପରିକ୍ରମା କରନ୍ତି
অন্যান্য ভাষায় অনুবাদ :
A single complete turn (axial or orbital).
The plane made three rotations before it crashed.অর্থ : ଘୂରିବାର ପ୍ରକ୍ରିୟା
উদাহরণ :
ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
সমার্থক : ଘୂର୍ଣ୍ଣନ
অন্যান্য ভাষায় অনুবাদ :
The act of rotating as if on an axis.
The rotation of the dancer kept time with the music.অর্থ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
উদাহরণ :
ବଲର ଆବର୍ତ୍ତନ ବହୁତ ତୀବ୍ର
সমার্থক : ଘୂର୍ଣ୍ଣନ
অন্যান্য ভাষায় অনুবাদ :