অর্থ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
উদাহরণ :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
অন্যান্য ভাষায় অনুবাদ :
অর্থ : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ
উদাহরণ :
ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ
সমার্থক : ଅସ୍ମ, ତାପୀଜ, ସ୍ୱର୍ଣ୍ଣମଖୀ
অন্যান্য ভাষায় অনুবাদ :
एक प्रकार का खनिज पदार्थ।
सोनमक्खी का प्रयोग औषध के रूप में होता है।অর্থ : ଗୋଟିଏ ପ୍ରକାରର ରେଶମ ପୋକ
উদাহরণ :
ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି
সমার্থক : ଅବରତ, ସ୍ୱର୍ଣ୍ଣମଖୀ
অন্যান্য ভাষায় অনুবাদ :
অর্থ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
উদাহরণ :
ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
অন্যান্য ভাষায় অনুবাদ :