অর্থ : ଗଭୀରତା,ଜ୍ଞାନ,ମହତ୍ତ୍ୱଆଦିର ଚିହ୍ନ ବା ପରିଚୟ
উদাহরণ :
ଆପଣ ତାଙ୍କ ପାଣ୍ଡିତ୍ୟର କୂଳକିନାରା ପାଇବେ ନାହିଁ
সমার্থক : କୂଳକିନାରା, ଗଭୀରତାର ଶେଷ ସ୍ତର
অন্যান্য ভাষায় অনুবাদ :
Degree of psychological or intellectual profundity.
depthঅর্থ : ହିସାବରେ ମିଳୁଥିବା ସେହି ଧନ ଯାହା ପ୍ରଥମେ ରୋକଡ଼ ବାକି ରୂପରେ ରହିଥିଲା ଏବଂ ବର୍ତ୍ତମାନ ନୂଆ ଖାତା ବା ପୃଷ୍ଠାକୁ ଯାଇଛି
উদাহরণ :
ଆପଣଙ୍କ ଖାତାରେ ଆଦ୍ୟଶେଷ ମାତ୍ର ଦୁଇଶହ ଟଙ୍କା ଅଛି
অন্যান্য ভাষায় অনুবাদ :
Equality between the totals of the credit and debit sides of an account.
balance