অর্থ : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
উদাহরণ :
ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
সমার্থক : ଶ୍ରଦ୍ଧା କରିବା, ସ୍ନେହ କରିବା
অন্যান্য ভাষায় অনুবাদ :
অর্থ : କାହାର ଆଦର ସତ୍କାର କରିବା
উদাহরণ :
ଆମେ ବଡ଼ମାନଙ୍କୁ ସମ୍ମାନ କରିବା ଉଚିତ
সমার্থক : ସମ୍ମାନ କରିବା
অন্যান্য ভাষায় অনুবাদ :
किसी का आदर-सत्कार करना।
हमें अपने बड़ों का सम्मान करना चाहिए।