অর্থ : ଯାହା ଆତ୍ମା ସହିତ ସମ୍ବନ୍ଧିତ
উদাহরণ :
ଏହି ସମ୍ମିଳନୀରେ ଆତ୍ମ ବିଷୟକ କଥା ଉପରେ ଚର୍ଚ୍ଚା କରାଗଲା
সমার্থক : ଆତ୍ମ ବିଷୟକ, ଆତ୍ମ-ସମ୍ବନ୍ଧୀ, ଆତ୍ମା ବିଷୟକ, ଆତ୍ମିକ, ଆଧ୍ୟାତ୍ତ୍ମ
অর্থ : ବହୁତ ନିକଟର ବା ବହୁତ ପାଖରେ
উদাহরণ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
সমার্থক : ଅନ୍ତରଙ୍ଗ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼
অন্যান্য ভাষায় অনুবাদ :
Marked by close acquaintance, association, or familiarity.
Intimate friend.