অর্থ : କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା
উদাহরণ :
ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା
সমার্থক : ଆତ୍ମବଳିଦାନ
অন্যান্য ভাষায় অনুবাদ :
किसी कार्य के लिए अपने आप को बलिदान कर देने की क्रिया।
भारत को स्वतंत्र कराने के लिए कई नेताओं को आत्मबलिदान देना पड़ा।Acting with less concern for yourself than for the success of the joint activity.
self-sacrifice, selflessnessঅর্থ : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା
উদাহরণ :
ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ
সমার্থক : ପ୍ରାଣବଳି
অন্যান্য ভাষায় অনুবাদ :
A quality of spirit that enables you to face danger or pain without showing fear.
braveness, bravery, courage, courageousnessঅর্থ : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
উদাহরণ :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
সমার্থক : ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମୋତ୍ସର୍ଗ
অন্যান্য ভাষায় অনুবাদ :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciationঅর্থ : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
উদাহরণ :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
সমার্থক : ଆତ୍ମବଳିଦାନ, ପ୍ରାଣତ୍ୟାଗ, ପ୍ରାଣବଳି
অন্যান্য ভাষায় অনুবাদ :
Acting with less concern for yourself than for the success of the joint activity.
self-sacrifice, selflessness