অর্থ : ଚୌଡ଼ା ମୁହଁ ଥିବା ଏକ ପ୍ରକାର ମାଟି ବାସନ
উদাহরণ :
ଆଟିକାରେ ଦୁଧ-ଦହି ରଖାଯାଏ
অন্যান্য ভাষায় অনুবাদ :
অর্থ : ଦହି ବସାଯାଉଥିବା ମାଟି ପାତ୍ର
উদাহরণ :
ମମତା ଦହି ବସାଇବାପାଇଁ ଆଟିକାରେ କ୍ଷୀର ରଖିଛି
অর্থ : ଛୋଟ ହାଣ୍ଡି
উদাহরণ :
ମାଆ ଛୋଟ ହାଣ୍ଡିରେ ଦହି ବସାଇଛନ୍ତି
সমার্থক : ଛୋଟ ହାଣ୍ଡି, ଠେକି
অন্যান্য ভাষায় অনুবাদ :