অর্থ : ଆଜମେରସ୍ଥିତ ସୂଫୀ ସନ୍ଥ ଖ୍ୱାଜା ମୋଇନୁଦ୍ଦୀନ ଚିସ୍ତୀଙ୍କ ଦର୍ଘା
উদাহরণ :
ଆଜମେର ଦର୍ଘା ଶରୀଫରେ ଉଭୟ ହିନ୍ଦୁ ଓ ମୁସଲମାନ ତୀର୍ଥଯାତ୍ରୀମାନେ ଯାଆନ୍ତି
সমার্থক : ଆଜମେର ଶରୀଫ
অন্যান্য ভাষায় অনুবাদ :
अजमेर स्थित सूफ़ी संत ख्वाज़ा मोइनुद्दीन चिश्ती की दरगाह।
अजमेर दरगाह शरीफ़ में हिंदू तथा मुसलमान तीर्थयात्री समान रूप से जाते हैं।