অর্থ : ବେଦ ପଢାଉଥିବା ଲୋକ
উদাহরণ :
ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
সমার্থক : ଗୁରୁ, ଗୁରୁଦେବ, ଶିକ୍ଷାଗୁରୁ
অন্যান্য ভাষায় অনুবাদ :
অর্থ : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
উদাহরণ :
ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
অন্যান্য ভাষায় অনুবাদ :