অর্থ : ମସଲା ସହିତ ତେଲରେ ବା ସେଥିରେ କିଛି ଦିନ ରଖି ଖଟା କରାହୋଇଥିବା ଫଳ ବା ତରକାରୀଆଦି
উদাহরণ :
ଆମ୍ବ ଏବଂ ଲେମ୍ବୁର ଆଚାର ମୋର ପସନ୍ଦ
অন্যান্য ভাষায় অনুবাদ :
Vegetables (especially cucumbers) preserved in brine or vinegar.
pickleঅর্থ : ସାମାଜିକ ସମ୍ବନ୍ଧ ଅନୁସାରେ ଅନ୍ୟ ସହିତ କରାଯାଉଥିବା ଆଚରଣ
উদাহরণ :
ତା’ର ବ୍ୟବହାର ଭଲ ନୁହେଁ
সমার্থক : ଆଚରଣ, ଚାଲିଚଳନ, ବାଗ, ବ୍ୟବହାର, ରଙ୍ଗଢଙ୍ଗ
অন্যান্য ভাষায় অনুবাদ :
सामाजिक संबंधों में औरों के साथ किया जाने वाला आचरण।
उसका व्यवहार अच्छा नहीं है।