অর্থ : ପୂର୍ବରୁ ଆସିବାର ତିଥି, ସମୟଆଦି ନସୂଚାଇ ଅଚାନକ ଘରେ ଆସି ପହଞ୍ଚୁଥିବା କୌଣସି ପ୍ରିୟ ବା ସତ୍କାର ଯୋଗ୍ୟ ବ୍ୟକ୍ତି
উদাহরণ :
ଅତିଥିମାନଙ୍କ ସତ୍କାର କରିବା ଆମର କର୍ତ୍ତବ୍ୟ କାରଣ ଅତିଥି ହିଁ ଦେବତା
সমার্থক : ଅତିଥି, ଅତିଥି-ଅଭ୍ୟାଗତ, ଅଭ୍ୟାଗତ, କୁଣିଆ
অন্যান্য ভাষায় অনুবাদ :
बिना पहले से तिथि, समय आदि की सूचना दिए हुए घर में अचानक या बताकर आ पहुँचने वाला कोई प्रिय अथवा सत्कार योग्य व्यक्ति।
अतिथियों का सम्मान करना हमारा कर्तव्य है क्योंकि अतिथि देवतुल्य होते हैं।অর্থ : ହଠାତ କେଉଁଠୁ ଏପଟୁ କିମ୍ବା ସେପଟୁ ଆସିଥିବା ଲୋକ କିମ୍ବା ଭୁଲିଭାଲି ଆସିଥିବା ଲୋକ ବା ଯାହାର ବୁଲିବାର କୌଣସି ନିଶ୍ଚିତ ଉଦ୍ଦେଶ୍ୟ ବା ନିଶ୍ଚିତ ଦିଗ ନଥାଏ
উদাহরণ :
ଆଶ୍ରମରେ ଆଗନ୍ତୁକ ଜୀବଙ୍କର ଭଲ ଭାବରେ ଦେଖାଶୁଣା କରାଯାଏ
সমার্থক : ଆସିଥିବା
অন্যান্য ভাষায় অনুবাদ :
অর্থ : ଉପସ୍ଥିତ ହେଉଥିବା
উদাহরণ :
ଆଗନ୍ତୁକ ବ୍ୟକ୍ତିମାନଙ୍କ ତଲାସି ନିଶ୍ଚୟ ହେବା ଉଚିତ
সমার্থক : ଅଭିମୁଖ, ଆଗମନ ହେଉଥିବା, ଆସି ପହଞ୍ଚୁଥିବା, ଉପସ୍ଥିତ ହେଉଥିବା