অর্থ : ଆଖି ଖୋଲିବା ବା ପ୍ରକାଶ କରିବା
উদাহরণ :
ସେ ଚମକିକରି ଆଖି ଖୋଲିଲା
সমার্থক : ଉନ୍ମୀଳନ କରିବା
অন্যান্য ভাষায় অনুবাদ :
অর্থ : ନିଦରୁ ଉଠିବା
উদাহরণ :
ମୁଁ ଆଜି ସକାଳ ସାତଟାରେ ଉଠିଲି
সমার্থক : ଉଠିବା, ଜାଗିବା, ଶୋଇକି ଉଠିବା
অন্যান্য ভাষায় অনুবাদ :