অর্থ : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
উদাহরণ :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
অন্যান্য ভাষায় অনুবাদ :
A principle or condition that customarily governs behavior.
It was his rule to take a walk before breakfast.অর্থ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
উদাহরণ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
সমার্থক : କାନୁନ, ନିୟମ, ବିଧାନ, ବିଧି
অন্যান্য ভাষায় অনুবাদ :
Legal document setting forth rules governing a particular kind of activity.
There is a law against kidnapping.