অর্থ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
উদাহরণ :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
সমার্থক : ବିଶେଷ
অন্যান্য ভাষায় অনুবাদ :
Surpassing what is common or usual or expected.
He paid especial attention to her.অর্থ : ଯାହା ସାମାନ୍ୟ ନୁହେଁ
উদাহরণ :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
সমার্থক : ଅସାଧାରଣ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ବିଶେଷ, ସ୍ପେସାଲ୍
অন্যান্য ভাষায় অনুবাদ :