অর্থ : ଅସହାୟ ହେବାର ଅବସ୍ଥା
উদাহরণ :
ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା
অন্যান্য ভাষায় অনুবাদ :
The condition of being a child without living parents.
His early orphanage shaped his character as an adult.অর্থ : ଅସହାୟ ହେବାର ଅବସ୍ଥା ବା ଭାବ
উদাহরণ :
ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
সমার্থক : ନିଃସହାୟତା, ନିରାଶ୍ରୟତା
অন্যান্য ভাষায় অনুবাদ :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।অর্থ : ନାଚାର ହେବାର ଅବସ୍ଥା ବା ଭାବ
উদাহরণ :
ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
সমার্থক : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା
অন্যান্য ভাষায় অনুবাদ :
A feeling of being unable to manage.
helplessness