অর্থ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
উদাহরণ :
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
সমার্থক : ଅବିମିଶ୍ରିତ, ଅମିଶ୍ରିତ, ଖାଣ୍ଟି, ବିଶୁଦ୍ଧ, ବଢ଼ିଆ, ଶୁଦ୍ଧ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.অর্থ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
উদাহরণ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
সমার্থক : ଅମିଶା, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଭଲ, ଶୁଦ୍ଧ
অন্যান্য ভাষায় অনুবাদ :
Free of extraneous elements of any kind.
Pure air and water.