অর্থ : କାହାରି କାମ, କଥାଆଦିରେ ସନ୍ତୁଷ୍ଟ ନହେବା
উদাহরণ :
ଆପଣଙ୍କ ବାପା ଆପଣଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି
অন্যান্য ভাষায় অনুবাদ :
অর্থ : ଦୁଃଖୀ ହୋଇ କ୍ରୋଧ କରିବା
উদাহরণ :
ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
সমার্থক : କୋପ କରିବା, ଚିଡ଼ିଚିଡ଼ି ହେବା, ଚିଡ଼ିବା
অন্যান্য ভাষায় অনুবাদ :
Feel extreme irritation or anger.
He was chafing at her suggestion that he stay at home while she went on a vacation.