সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)
উদাহরণ : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!
সমার্থক : କଳାଲୋକ
অন্যান্য ভাষায় অনুবাদ :हिन्दी
अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।
অর্থ : ଯାହା ଶ୍ୱେତ ନୁହେଁ
উদাহরণ : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା
সমার্থক : ଅଶୁଭ୍ର, ଅସିତ
जो श्वेत न हो।
অর্থ : କଜ୍ୱଳ ବା କୋଇଲା ରଙ୍ଗର
উদাহরণ : ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
সমার্থক : କଳା, କୃଷ୍ଣ, ଶ୍ୟାମ
काजल या कोयले के रंग का।
অর্থ : ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ
উদাহরণ : ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍ କରିଥିଲେ
সমার্থক : କଳା, ଶ୍ୱେତହୀନ
जो श्वेत या गोरा न हो (व्यक्ति)।
ইনস্টল