অর্থ : ଯାହା ଅଶ୍ରୁରେ ଭର୍ତ୍ତି ହୋଇଛି
উদাহরণ :
ତାଙ୍କର ରାମକାହାଣୀ ଶୁଣି ମୋ ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା
সমার্থক : ଅଶ୍ରୁପୂର୍ଣ୍ଣ, ଡବଡବ, ଲୁହଭରା, ଲୋତକଭରା
অন্যান্য ভাষায় অনুবাদ :
जो अश्रु से भरा हुआ हो।
उसकी रामकहानी सुनकर मेरी आँखें अश्रुपूर्ण हो गयीं।